ଆସାମରେ ବିଜେପି ନେତାଙ୍କ ଇଭିଏମ ଚୋରି : ୪ ଅଧିକାରୀ ନିଲମ୍ବିତ

ପୁନର୍ବାର ଭୋଟିଂ ପାଇଁ ଇସିଙ୍କ ନିର୍ଦ୍ଦେଶ ଗୌହାଟୀ : ଆସାମର ରତାବରୀ ଆସନରେ ନିର୍ବାଚନ କମିସନ୍‌ ଆଜି ପୁନର୍ବାର ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିଜେପି ପ୍ରାର୍ଥୀଙ୍କ କାର୍‌ରେ ନିର୍ବାଚନ କମିସନ୍‌ ଅଧିକାରୀମାନେ ଇଭିଏମ୍‌ ନେଉଥିବା ଘଟଣାକୁ ନେଇ ବିବାଦ ହେବାପରେ କମିସନ୍‌ ଉକ୍ତ ଆସନ‌ରେ ପୁନର୍ବାର ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାରେ ୪ ଜଣ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଘଟଣାକୁ ନେଇ କରିମଗଂଜ ଜିଲ୍ଲାରେ … Continue reading ଆସାମରେ ବିଜେପି ନେତାଙ୍କ ଇଭିଏମ ଚୋରି : ୪ ଅଧିକାରୀ ନିଲମ୍ବିତ